କେବେ କାର୍ଯ୍ୟକ୍ଷମ ହେବ ସୁନାବେଡା ବସ ଷ୍ଟାଣ୍ଡ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କେବେ କାର୍ଯ୍ୟକ୍ଷମ ହେବ ସୁନାବେଡା ବସ ଷ୍ଟାଣ୍ଡ l କୋରାପୁଟ ଜିଲ୍ଲା ର ଏକ ପ୍ରମୁଖ ସହର ହେଉଛି ସୁନାବେଡା , ମିଗ ବିମାନ କାରଖାନା ପାଇଁ ଏହି ସହର ବିଖ୍ୟାତ ! ନିକଟରେ ଥିବା ବାଣିଜ୍ୟ ସହର ହେଉଛି ଶିମିଳିଗୁଡା , ହେଲେ ଦୁଃଖ ର ବିଷୟ ହେଲା ସୁନାବେଡା ଠାରେ ଦୀର୍ଘ ଦିନ ହେଲା ବହୁ ଟଙ୍କା ମୂଲ୍ୟ ରେ ଅଟଳ ବସ ଷ୍ଟାଣ୍ଡ ନାମରେ ଏକ ନୂତନ ବସ ଷ୍ଟାଣ୍ଡ ସ୍ଥାପନ ହୋଇଥିଲେ ବି ଆଜି ଯାଏ ତାହା ଲୋକଙ୍କ ସେବାରେ ତାହା ଆସି ପାରିନି ! ସବୁଠୁ ବଡ଼ କଥା ହେଲା ସେ ସରକାରୀ ବସ ହେଉ ଅବା ବେସରକାରୀ ବସ ଗୁଡିକ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଗାଡି ରଖି ଯାତ୍ରୀ ମାନଙ୍କୁ ଉଠାଉଥିବା ବେଳେ ପ୍ରଶାସନ ର କାହିଁକି ଏଥିପ୍ରତି କାହିଁକି ଦୃଷ୍ଟି ପଡୁନି ତାହା ସାଧାରଣ ରେ ଏକ ପ୍ରଶ୍ନବାଚୀ l

Leave a Reply

Your email address will not be published. Required fields are marked *