ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା -୨୦୨୬ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଗୁଜୁରାଟର ସୋମନାଥ ମନ୍ଦିର ଦର୍ଶନ ନିମନ୍ତେ ନୟାଗଡ ଜିଲ୍ଲାରୁ 23 ଜଣ ତୀର୍ଥ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ବସରେ ଯାତ୍ରା କରିଛନ୍ତି । ଏହି ଅବସରରେ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସଂସ୍କତି ଅଧିକାରୀ ଶ୍ରୀମତୀ ସୁମିତ୍ରା ଭୁୟାଁ ଏଵଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *