ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆସନ୍ତା ୬ ସେପ୍ଟେମ୍ବର ୨0୨୬ ରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା ! ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନିଯୁକ୍ତି ମେଳା ଆୟୋଜନ ସମ୍ପର୍କରେ ସମ୍ଵଡିକ ସମ୍ମିଳନୀ ! କିଭଳି ଅଧକାରୁ ଅଧିକା ଶିକ୍ଷିତ ଯୁବକ ନିଯୁକ୍ତି ପାଇପାରିବେ ସେ ଦିଗରେ ସମସ୍ତ ପ୍ରୟାସ ଅନୁଷ୍ଠାନ ପକ୍ଷରୁ କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରିଲିନ ଫାଉଣ୍ଡେସନ ଚେୟାରମ୍ୟାନ ଶୁଭ୍ରାଲିନ ମିଶ୍ର ! ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ କଲେଜ ଅଧକ୍ଷ ପ୍ରମୋଦ କୁମାର ପଣ୍ଡା , ଅନ୍ୟତମ ସନ୍ନମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ ଫାଉଣ୍ଡର ପ୍ରିୟବ୍ରତ ମହାନ୍ତି ! ରାଜ ଗ୍ରୁପ ଅଫ କମ୍ପାନୀ ର ଡାଇରେକ୍ଟର ସୁରଜ କେ. ରାଜ , ଶଶୀଭୁଷଣ ମହାପାତ୍ର , ସମରେନ୍ଦ୍ର ମହାପାତ୍ର , ଗାୟତ୍ରୀ ନାୟକ , ସଂଯୋଜକ ମୁକ୍ତପଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ !
ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ନିଯୁକ୍ତି ମେଳା 2026 ପାଇଁ ସାମ୍ବାଦିକ ସମ୍ମିଳନୀ !!!

