ପାରଳାଖେମୁଣ୍ଡି ମେଡିକାଲ ଛକରେ ଟ୍ରାଫିକ ସମସ୍ୟା : ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ମେଡିକାଲ ଛକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସକାଳୁ ସକାଳୁ ଯାନବାହନ ଚଳ।ଚଳ ଏତେ ହେଉଛି ଯେ , ସାଧାରଣ ଲୋକଟି ଯାତାୟାତ ରେ ଅସୁବିଧା ହେଉଛି । ସେହି ଛକରେ ଅଟୋ ରିକ୍ସା ପିଲା ମାନଙ୍କୁ ସ୍କୁଲ କଲେଜ ନେବାକୁ ଜଗି ରହିଥାନ୍ତି । ବିଶେଷ କରି ପୁରୁଣା ପାଟଣା ଯିବା ପାଇଁ ଛାତ୍ର ଛାତ୍ରୀ ଏହି ଛକ ଉପରେ ନିର୍ଭର କରନ୍ତି , ଫଳରେ ଅଟୋ ଗହଳି ଜମି ଥାଏ ! ଆଗରୁ ଫାୟାରଷ୍ଟେସନ ଛକରେ ଗହଳି ହେଉଥିବା ସମୟରେ ଏବେ ମେଡିକାଲ ଛକରେ ଗହଳି ହେଉଛି । ତେଣୁ ଏହି ଗହଳି ଜାଗାରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *