ଭକ୍ତ ର ଭଗବାନ – ଆଉ ଭାବରେ ବନ୍ଧା କାଳିଆ ଠାକୁର !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୁନି ପିଲା ସାଥିରେ ଜଗନ୍ନାଥ , ଭକ୍ତ ର ଭଗବାନ – ଆଉ ଭାବରେ ବନ୍ଧା କାଳିଆ ଠାକୁର ! ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଏସ ଏନ ମେଡିକାଲ କ୍ୟାମ୍ଫ ରେ ରହୁଥିବା ସାଇ ସଂଚିତ ଙ୍କ କ୍ଷେତ୍ର ରେ ! ନିଜର ପରିବାର ସହ ରହୁଥିବା କ୍ଵାଟର ରେ ଏକ କୁନି ରଥ କରି ଜଗନ୍ନାଥ ଙ୍କୁ ବସାଇ ଘର ଭିତରେ ବୁଲାଇବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦିତ କରିଛି ! ସତେ ଯେମିତି କାଳିଆ ଠାକୁର ସାଇ ସଂଚିତ ପାଖରେ ଥିଲା ଭଳି ଅନୁମେୟ ହେଉଥିଲା ! ତେଣୁ କଥା ରେ କୁହନ୍ତି ପିଲାଙ୍କ ଦେହ ରେ ଭଗବାନ ବିରାଜମାନ ଅଟନ୍ତି l

Leave a Reply

Your email address will not be published. Required fields are marked *