ହାଇଟେକ ପ୍ଲାଜ଼ା ଖେଳପଡିଆ ଠାରେ 80 ତମ ସ୍ୱାଧୀନତା ଦିବସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜ଼ା ର ଖେଳପଡିଆ ଠାରେ ଅତି ଆଡ଼ମ୍ବର ସହକାରେ 80 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି l ଏଥିରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ପତାକା ଉତ୍ତଳୋନ କରି ସମସ୍ତ ଜିଲ୍ଲା ବାସୀଙ୍କୁ ସ୍ୱାଧୀନତା ଦିବସ ର ଶୁଭେଚ୍ଛା ଓ ଶୁଭକାମନା ଜଣେଇ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଜିଲ୍ଲା ବାସୀଙ୍କ ମଙ୍ଗଳ କାମନା କରିଥିଲେ l ଏଥିରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ,କାଶୀନଗର ଅଧକ୍ଷା ଶ୍ରୀମତୀ ଵାଲା ସାୟାମ୍ମା,ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ,ଜିଲ୍ଲା ବିଜେଡି ମହିଳା ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଗୁମ୍ମା ଉପାଧକ୍ଷ ଶ୍ରୀନିବାସ,ବ୍ଲକ ସଭାପତି ଈଶ୍ୱର ରାଓ,ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ ,ସମସ୍ତ କଉଁଶୀଲର,ବରିଷ୍ଠ ନେତା,ବିଜେଡି କର୍ମୀ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *