ବୈଦେଶ୍ଵରରେ ପ୍ରସ୍ତାବିତ କଲ୍ୟାଣମଣ୍ଡପ ସ୍ଥାନ ଚିହ୍ନଟକୁ ନେଇ ଜନ ଅସନ୍ତୋଷ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବୈଦେଶ୍ଵରରେ ପ୍ରସ୍ତାବିତ କଲ୍ୟାଣମଣ୍ଡପ ସ୍ଥାନ ଚିହ୍ନଟକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି ! ଗତ ଦୁଇ ଦିନ ତଳେ ପ୍ରସ୍ତାବିତ ସ୍ଥାନରେ କିଛି ଫଳନ୍ତି ଗଛ କଟା ଯିବା ପରେ ସ୍ଥାନୀୟ ସାହି ବାସିନ୍ଦା ଏହାର ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ !

Leave a Reply

Your email address will not be published. Required fields are marked *