ଶ୍ରୀମଦ ଭାଗବତ ସପ୍ତାହ ଜ୍ଞାନଯଜ୍ଞ ପାରାୟଣ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ଥିବା ବଡ ରାଧା କାନ୍ତ ମଠ ପରିସର ରେ ଶ୍ରୀମଦ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ପରାୟଣ ୧. ୧୦.୨୦୨୬ ତାରିଖ ଠାରୁ ୭,୧୦,୨୦୨୬ ତାରିଖ ପର୍ଯ୍ୟନ୍ତ ସକାଳ ୨ ଘଣ୍ଟିକ। ଠାରୁ ୫ ଘଣ୍ଟି କ। ପର୍ଯ୍ୟନ୍ତ ଚାଲୁଛି । ପରାୟଣ ବ୍ୟାସ ଶ୍ରୀ ଇପସିତ ମିଶ୍ର ବଲାଙ୍ଗୀରରୁ ଆସି ପାରାୟଣ କରୁଛନ୍ତି । ଏହି କାର୍ଯ୍ୟକ୍ରମର ଆୟୋଜକ ହେଉଛନ୍ତି ବାବା ପ୍ରାଣ ଗୌରାଙ୍ଗ ଦାସ ସାନ ବାବା ଓ ଭାଗବତ ପ୍ରେମୀ ଭକ୍ତ ବୃନ୍ଦ ଓ ମଠର କର୍ମକର୍ତ୍ତା ବୃନ୍ଦଙ୍କ ସହଯୋଗରେ ଚାଲିଛି। ନିବେଦେକ ମହନ୍ତ ଶ୍ରୀ କୃଷ୍ଟ ଗୋପାଳ ଦାସ ଗୋ ସ୍ୱାମୀ ବାଲି ସାହି ପୁରୀ ବଡ଼ରାଧା କାନ୍ତ ମଠ ପାରଳାଖେମୁଣ୍ଡି ଏହି ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ପରାୟଣ ସକାଶେ ବହୁ ଭକ୍ତଙ୍କ ସମାଗମ ହଉଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *