ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବର୍ତ୍ତମାନ ରବି ଋତୁ ସକାଶେ ଚାଷୀଙ୍କୁ ବିଭିନ୍ନ ପ୍ରକାର ବିହନ ଯୋଗାଇ ଦିଆଯିବ।ଧାନ କଟା ପରେ ଖାଲି ରହୁଥିବା ଜମିର ସଦୁପଯୋଗ କରି ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଫସଲ ଚାଷକୁ ପ୍ରୋତ୍ସ।ହନ ଦେବା ପାଇଁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ।ଏହା ସହିତ ଡାଲି ଓ ତୈଳବୀଜ ର ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀଙ୍କ ଆୟ ବୃଦ୍ଧି ହୋଇ ପାରିବ।
ରବି ଋତୁ ସକାଶେ ଚାଷୀଙ୍କୁ ଡାଲି ଜାତୀୟ ଓ ତୈଳ ବୀଜ ପ୍ରଦାନ କରାଯିବ !!!

