ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) : ଦେଶ ପାଇଁ ଆସିଲା ଟୋକିଓ ରୁ ଖୁସିର ଖବର . ଦେଶକୁ ସ୍ୱର୍ଣ୍ଣ ଭେଟିଦେଲେ ନୀରଜ ଚୋପ୍ରା . ନୀରଜ ଙ୍କର ବ୍ୟକ୍ତିଗତ ବିଭାଗରେ ସ୍ୱର୍ଣ୍ଣ ପଦକ ସହ ମୋଟ ପଦକ ସଂଖ୍ୟା ୭ ରେ ପହଞ୍ଚିଲା . ଅଲିମ୍ପିକ୍ସ ଇତିହାସରେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ଏହା ଦେଶର ଦ୍ଵିତୀୟ ସ୍ୱର୍ଣ୍ଣ ପଦକ .
ଦେଶକୁ ସ୍ୱର୍ଣ୍ଣ ଭେଟିଦେଲେ ନୀରଜ !!

