ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ସ୍ୱାଧୀନତା ଦିବସ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ସ୍ୱାଧୀନତା ଦିବସ ପାଳିତ . ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ କୋଭିଡ ଗାଇଡ଼ ଲାଇନ ମଧ୍ୟରେ ପାଳିତ ହୋଇଯାଇଛି । ଶାଖା ର ବରିଷ୍ଠ ଅଧିକାରୀ ପ୍ରକାଶ ଚନ୍ଦ୍ର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ଢେଙ୍କାନାଳ ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀ ଏଥିରେ ଯୋଗଦାନ କରିଥିଲେ । ଏହି ସମାରୋହ କୁ ତପନ କୁମାର ପାଲ, ଜିତେନ୍ଦ୍ର କୁମାର ଦାସ, ଗୋପାଳ ଚନ୍ଦ୍ର ସାହୁ , ପ୍ରକାଶ ଚନ୍ଦ୍ର ଖୁଣ୍ଟିଆ ଓ ସୌମ୍ୟ ମିଶ୍ର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *