ଆପ୍ ରାୟଗଡା ଶାଖା ପକ୍ଷରୁ ପଞ୍ଚାୟତ କର୍ମୀ ସମ୍ମିଳନୀ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ଆପ ଶାଖା ଆବାହକ ଜନ୍ମେଜୟ ସ୍ୱାଇଁ ଙ୍କ ଉପସ୍ଥିତରେ ରାୟଗଡା ଜିଲ୍ଲା ଅନ୍ତର୍ଗତ ଡାଙ୍ଗଲୋଡୀ ଓ ଦୁର୍ଗାପାଡୁ ପଞ୍ଚାୟତ ର ଶହ ଶହ ଯୁବକ ଦଳ ରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଆବାହକ ସୁବାଶ ଚନ୍ଦ୍ର ରାଉତ ଏବଂ ସଂପାଦକ ଆଦିତ୍ୟ ରଥ ଙ୍କ ସମେତ ରାୟଗଡା ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସୁଚିତ୍ରା ପାଇକ, ଯୁବ ସଂଗଠକ ଜିତେନ୍ଦ୍ର ସେନାପତିଙ୍କ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାୟଗଡା ଆପ୍ ଅଣ୍ଟା ଭିଡୁଛି । ରାଜ୍ୟରେ ଏଥର କାମ୍ କି ରାଜନୀତି ଆରମ୍ଭ ହେବ ବୋଲି କହିଛନ୍ତି ଦଳୀୟ ସଂଗଠକ ।

Leave a Reply

Your email address will not be published. Required fields are marked *