ଓଡ଼ିଶା ହାଇକୋର୍ଟରେ ଏ ପି ସିଂ.

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତି : କଟକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏ ପି ସିଂ. ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆରୋପି ମାନଙ୍କର ଓକିଲ ଥାଇ ବେଶ ଚର୍ଚ୍ଚାରେ ଥିଲେ ଏ ପି ସିଂ। ଦିଲ୍ଲୀର ନିବାସୀ ମୁକେଶ ଜୈନଙ୍କର କେସ ଲଢ଼ିବା ପାଇଁ ଏ ପି ସିଂ କଟକ ଆସିଛନ୍ତି। ଗତ ଜୁଲାଇ ମାସରେ ମୁକେଶ ଙ୍କୁ ମିଛ କେସ ରେ ଫସାଇ ଓଡିଶା ପୋଲିସ ବେଶ ଚଞ୍ଚକତାର ସହ ଦିଲ୍ଲୀରୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଧର୍ମ ରକ୍ଷକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ରଥ ଯାତ୍ରା ଆୟୋଜନ ପାଇଁ ଦାବି କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ପାଖରେ ପିଟିସନ ଆଗତ କରିଥିଲେ .

Leave a Reply

Your email address will not be published. Required fields are marked *