ଖୋର୍ଦ୍ଧା ସଦର ମହକୁମାରେ ମିତଵ୍ୟୟିତା ଦିବସ ପାଳିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧାରେ ବିଶ୍ୱ ମିତବ୍ୟୟିତା ଦିବସରେ ସଞ୍ଚୟ ରଥ ପରିକ୍ରମା . ବିଶ୍ୱ ମିତଵ୍ୟୟିତା ଦିବସରେ ସଞ୍ଚୟ ରଥ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଙ୍କ ପରିସରରୁ ଉପଜିଲ୍ଲାପାଳ ମନୋଜ କୁମାର ପାଢୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥଟି ଖୋର୍ଦ୍ଧା ସଦର ମହକୁମା ସମେତ ବାଜପୁର, ନନ୍ଦପୁର, ଗୁରୁଜଙ୍ଗ ଓ ହଳଦିଆ ଗ୍ରାମ ଗୁଡିକରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିଲା । କାର୍ଯ୍ୟକ୍ରମ ଅବସରରେ ନିରାପଦ ସଞ୍ଚୟ ଡାକଘର ଓ ବାଣିଜ୍ୟକ ବ୍ୟାଙ୍କ ଗୁଡିକରେ ଉପଲବ୍ଧ ସ୍ଵଳ୍ପ ସଞ୍ଚୟରେ ଅର୍ଥ ନିବେଶ ପାଇଁ ସଚେତନ କରାଯାଇଛି ।

Leave a Reply

Your email address will not be published. Required fields are marked *