ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହେବା ପରେ ଗିରଫ ହୋଇଛି ଅଭିଯୁକ୍ତ . କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସରପଡା ପଞ୍ଚାୟତରେ ଘଟିଛି ଏପରି ଘଟଣା | ସୂଚନା ଅନୁସାରେ ସେହି ଗ୍ରାମ ର ଜଣେ ଯୁବକ ପୀଡିତା ନାବାଳିକା ଙ୍କ ଘରେ କେହି ନଥିବା ର ସୁଯୋଗ ନେଇ ତାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିବା ସହ ଜୀବନରୁ ମାରିଦେବା କୁ ଧମକ ଦେଇଥିଲେ | ପୀଡିତା ଙ୍କ ମା ଥାନାରେ ଅଭିଯୋଗ କରିବା ପରେ ନିଶ୍ଚିନ୍ତକୋଇଲି ପୋଲିସ କେଶ ନମ୍ବର 167 /21 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିଛି .

Leave a Reply

Your email address will not be published. Required fields are marked *