ଦୁର୍ଗା ଫର୍ଣ୍ଣିଚରରେ ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ହେମସରପଡ଼ାରେ ଥିବା ଦୁର୍ଗା ଫର୍ଣ୍ଣିଚରରେ ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି । ମଧ୍ୟାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଚଢାଉ ଚାଲିଥିଲା । ଦୋକାନରେ ଥିବା ଷ୍ଟକ, ବିଲ ଓ ଅନ୍ୟାନ କାଗଜପତ୍ର ଯାଞ୍ଚ କରାଯାଇଛି । ତେବେ ଏଥିରୁ କ’ଣ ମଳିଛି ତାହା ସ୍ପଷ୍ଟ ହୋଇନି । ଜିଏସଟି ଠକେଇ ସନ୍ଦେହରେ ଏହି ଚଢାଉ କରାଯାଇଥିଲା ବେଳେ ଚଢାଉ ଶେଷ ହେଲା ପରେ ଏ ସଂପର୍କରେ ତଥ୍ୟ ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *