ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷ ରୁ ଗଜପତି ଜିଲ୍ଲାର ଜାତୀୟ ପୁରସ୍କାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କୁ ସମ୍ମାନିତ କରାଯାଇଛି । ସଂଘର ସଭାପତି ଏସ ତ୍ରିପତି, ସାଧାରଣ ସଂପାଦକ ଏମ୍ ରବି କୁମାର, ଉପଦେଷ୍ଟା ଦେବରାଜ ଜେନା, ବରିଷ୍ଠ ଶିକ୍ଷକ ଅମୂଲ୍ୟ କୁମାର ପାଣିଗ୍ରାହୀ, ଲକ୍ଷ୍ମୀଚରଣ ଦାସ, ଦିନବନ୍ଧୁ , ସି ଏଚ ପାପା ରାଓ, କୃଷ୍ଣମୂର୍ତ୍ତିଙ୍କ ସହ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଉପଢ଼ୌକ ଦେଇ ସମ୍ମାନିତ କରିଛନ୍ତି ।
ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାତୀୟ ପୁରସ୍କାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା !!!

