ଭିଜନ- ୨୪ କ୍ରିକେଟ ଲିଗ : ୧୦୯ ବଲ ରୁ ୧୩୨ ରନ୍ କଲେ ନିହାରରଞ୍ଜନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଓସିଏ ପକ୍ଷରୁ ନୟାଗଡ଼ ଠାରେ ଚାଲିଥିବା ଭିଜନ- ୨୪ କ୍ରିକେଟ ଲିଗରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ନିହାରରଞ୍ଜନ . ଟିମ ଡେୟାର ଡେଭିଲସ ତରଫରୁ ଖେଳୁଥିବା ଭାପୁର ପଞ୍ଚାୟତ ଖଇରୀଗାଡ଼ିଆ ଗ୍ରାମର ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୁତ୍ର ଯୁବ ଉଦିୟମାନ ଖେଳାଳି ନିହାର ରଞ୍ଜନ ପଟ୍ଟନାୟକ ୧୦୯ ବଲରୁ ୧୩୨ ରନ୍ କରି ନାଇଟ ରାଇଡ଼ର୍ସ ବିପକ୍ଷରେ ନିଜ ଦଳକୁ ବିଜୟୀ କରାଇଛନ୍ତି । ନିହାରଙ୍କର ଏପରି କୃତିତ୍ୱ ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନା ମିଳିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *