୪୦ ଜଣ ଷ୍ଟାଫ ନର୍ସଙ୍କୁ କମ୍ୟୁନିଟି ହେଲଥ ଅଫିସର ରୂପେ ଅବସ୍ଥାପିତ କରାଗଲା !!!

0
186

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଡାଇରେକ୍ଟର ନର୍ସିଂଙ୍କ ନିର୍ଦ୍ଦେଶ ଏବଂ ଅନୁଗୁଳ ସିଡିଏମଓ ଙ୍କ ଅନୁମୋଦନ କ୍ରମେ ୪୦ ଜଣ ଷ୍ଟାଫ ନର୍ସଙ୍କୁ କମ୍ୟୁନିଟି ହେଲଥ ଅଫିସର ରୂପେ ଉନ୍ନୀତ କରାଯାଇ ଜିଲ୍ଳା ର ବିଭିନ୍ନ ଦୁର୍ଗମ ଅଂଚଳରେ ଅବସ୍ଥାପିତ କରାଯାଇଛି । ସାର୍ଟିଫିକେଟ ପ୍ରୋଗ୍ରାମ ଇନ କମ୍ମ୍ୟୁନିଟି ହେଲଥ ଟ୍ରେନିଂ ପରେ ୪୦ ଜଣ ନର୍ସଙ୍କୁ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଂଚଳରେ ଥିବା ହେଲଥ ଓ ୱେଲନେସ ସେଣ୍ଟର ରେ ପୋଷ୍ଟିଂ କରାଯାଇଛି । ଏମାନେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ନେଇ ସଚେତନତା କରିବା ସହ ଆଶା, ହେଲଥ ୱାର୍କର ଙ୍କ କାମକୁ ତଦାରଖ କରିବେ .

LEAVE A REPLY

Please enter your comment!
Please enter your name here