ସୟଦପୁର ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ସେକ ଇଜହାର ଙ୍କ ଜୋରଦାର ପ୍ରଚାର !!!

Spread the love

ଯାଜପୁର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାରେ ଜୋର ଧରିଛି ପଞ୍ଚାୟତ ରାଜନୀତି . ନିର୍ବାଚନକୁ ଓହ୍ଲାଇଥିବା ପ୍ରାର୍ଥୀ ଜିତିବା ପାଇଁ ଦିନରାତି ଏକ କରିଥିବା ସମୟରେ , ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକ ରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା . ସୟଦପୁର ପଞ୍ଚାୟତରେ ସମିତି ସଭ୍ୟ ଭାବରେ ନିର୍ବାଚନ ଲଢ଼ୁଥିବା ସେକ ଇଜହାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚଲାଇଛନ୍ତି ଜୋରଦାର ପ୍ରଚାର . 

Leave a Reply

Your email address will not be published. Required fields are marked *