ମଉସା – ତମ ପିଲାଙ୍କ ପାଇଁ ଅଣ୍ଡା ଛତୁଆ ସବୁ ନେଉଛ : ଶଙ୍ଖ ଚିହ୍ନରେ ଭୋଟ ଦେବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ନବଘନପୁର ପଞ୍ଚାୟତ ରେ ସରକାରୀ ଦଳର ନିୟମ ଉଲଘଂନ ଦେଖିବାକୁ ମିଳିଛି । ସରକାରୀ ଦଳ ଆଶା କର୍ମୀମାନଙ୍କୁ ଲଗାଇ ଭୋଟ ପ୍ରଚାର କରୁଥିବା ଦୃଶ୍ୟ ସାମ୍ନା କୁ ଆସିଛି । କ୍ୟାମେରା ଦେଖି ବୃଦ୍ଧ ଜଣଙ୍କ ପୁସିଙ୍ଗ କାର୍ଡ ନେବାକୁ ମନା କରୁଛନ୍ତି । କିନ୍ତୁ ଆଶାକର୍ମୀ ଜଣଙ୍କ ବେଧଡକ କାର୍ଡ ବାଣ୍ଟିବା ସହିତ ଶାସକ ଦଳକୁ ଭୋଟ ଦେବା ପାଇଁ କହୁଛନ୍ତି । ନିର୍ବାଚନ କମିଶନର ଙ୍କ କଡା କଟକଣା ସତ୍ତ୍ୱେ ସରକାରୀ କାମରେ ନିୟୋଜିତ କର୍ମଚାରୀ ଶାସକ ଦଳ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବାର ଅଭିଯୋଗ ଆସୁଛି . ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ଏହା ଉପରେ ରୋକ ଲାଗି ପାରିବ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି .

Leave a Reply

Your email address will not be published. Required fields are marked *