ନୟାଗଡ଼ କଲେଜ ହୀରକ ଜୟନ୍ତୀ ଉତ୍ସବକୁ ନେଇ ସୋସିଆଲ ମିଡ଼ିଆ ରେ ଚାଲିଛି ଆରୋପ ପ୍ରତ୍ୟାରୋପ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ କଲେଜ ହୀରକ ଜୟନ୍ତୀ ଉତ୍ସବକୁ ନେଇ ସୋସିଆଲ ମିଡ଼ିଆ ରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଆସନ୍ତା ଜୁଲାଇ ୧୦ ତାରିଖରେ ନୟାଗଡ଼ କଲେଜ ର ହୀରକ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ଦିନ କଲେଜ କୁ ପୁରୁଛି ୬୨ ବର୍ଷ । କିଛି ପୁରାତନ ଛାତ୍ର ୬୦ ବର୍ଷରେ କାହିଁକି ହୀରକ ଜୟନ୍ତୀ ପାଳନ କରାଯାଉଛି ବୋଲି ଉଠାଇଛନ୍ତି ପ୍ରଶ୍ନ । ଉତ୍କଳ ବିଶ୍ୱବିଦ୍ୟାଳୟ ୭୫ ବର୍ଷରେ ହୀରକ ଜୟନ୍ତୀ ପାଳନ କରିଥିବା ବେଳେ ନୟାଗଡ଼ ମହାବିଦ୍ୟାଳୟ ରେ କାହିଁକି ୬୦ ବର୍ଷରେ ପାଳନ କରାଯାଉଛି ବୋଲି କିଛି ପୁରାତନ ଛାତ୍ର ଉଠାଇଛନ୍ତି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *