ନୟାଗଡ଼ ସର୍ବ ପୁରାତନ ପ୍ରିଣ୍ଟିଂଙ୍ଗ ପ୍ରେସ ର ପ୍ରତିଷ୍ଠାତା ବିଶ୍ବନାଥ ମିଶ୍ର ଙ୍କ ପରଲୋକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ର ସର୍ବ ପୁରାତନ ପ୍ରିଣ୍ଟିଂଙ୍ଗ ପ୍ରେସ ର ପ୍ରତିଷ୍ଠାତା ବିଶ୍ବନାଥ ମିଶ୍ର ଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି । ସ୍ବର୍ଗତ ମିଶ୍ର ନୟାଗଡ଼ ସହରରେ ପ୍ରଥମେ ପ୍ରିଣ୍ଟିଂଙ୍ଗ ପ୍ରେସ ର ଶୁଭାରମ୍ଭ କରିଥିଲେ । ଶ୍ରୀ ମିଶ୍ର ଜଣେ ମେଳାପି ସ୍ବଭାବର ବ୍ୟକ୍ତି ଥିଲେ । ଶ୍ରୀ ମିଶ୍ର ଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ନୟାଗଡ଼ ଉପର ବଜାର ବ୍ୟବସାୟୀ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *