Home2022August8ବାଙ୍କୀ ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧି : ତାତିଲେ ବ୍ୟବସାୟୀ !!! ବାଙ୍କୀ ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧି : ତାତିଲେ ବ୍ୟବସାୟୀ !!! August 8, 2022August 8, 2022byAwaj Media Spread the loveବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧିକୁ ବିରୋଧ କରି ବନ୍ଦ ଡାକରା . ବାଙ୍କୀ କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା, ସମର୍ଥନ କରୁଛି ବ୍ୟବସାୟୀ ସଂଘ . ପ୍ରଭାବରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ .
ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ !!! Spread the loveSpread the loveଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ ! ଖୋର୍ଦ୍ଧା ଯାଜପୁର…
ଷ୍ଟାର୍ଟ ହେଲାନି ମେମୁ ଟ୍ରେନ : ଯାତ୍ରୀଙ୍କ ହୋହଲ୍ଲା ଏବଂ ଚାପା ଉତ୍ତେଜନା !!! Spread the loveSpread the loveନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ…
କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ : ସୂଚନା ଅଧିକାର ଅଭିଯାନ ପକ୍ଷରୁ ଭିଜିଲାନ୍ସ ଡି.ଜି.ଅଫିସ ଘେରାଉ !!! Spread the loveSpread the loveକଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ , ସୂଚନା ଅଧିକାର ଅଭିଯାନ…