ପୁଲିସ କବଜାରେ ବାଙ୍କୀ ଡବଲ ମର୍ଡର ଘଟଣାର ଆଉଜଣେ ଅଭିଯୁକ୍ତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୁଲିସ କବଜାରେ ବାଙ୍କୀ ଡବଲ ମର୍ଡର ଘଟଣାର ଆଉ ଜଣେ ଅଭିଯୁକ୍ତ . ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବାଙ୍କୀ ର ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତ ଗଣେଶ୍ୱର ପ୍ରଧାନ କୁ ଗିରଫ କରିବାରେ ସଫଳ ହୋଇଛି ତଦନ୍ତକାରୀ ସଂସ୍ଥା . ବୈଦେଶ୍ଵର ଥାନା ଅନ୍ତର୍ଗତ ଖଜୁରୀପଦା ଗ୍ରାମର ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ପନ୍ଦର ଜଣ ଅଭିଯୁକ୍ତ ଆଗରୁ ଗିରଫ ହୋଇ ସାରିଥିବା ବେଳେ , ମାନ୍ୟବର ଅଦାଲତ ରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି .

Leave a Reply

Your email address will not be published. Required fields are marked *