ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ‘ଗରୁଡ଼’ ପରିଦର୍ଶନ କଲେ ରାଜ୍ୟପାଳ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ଗସ୍ତରେ ମହାମହିମ ରାଜ୍ୟପାଳ ! ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ଗରୁଡ଼ କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରିଦର୍ଶନ କରିଛନ୍ତି । ଉକ୍ତ ହାଉସବୋଟରେ ରାଜ୍ୟପାଳ ରାତ୍ରିଯାପନ କରିବେ ବୋଲି ଜଣାପଡିଛି । ଏହାପରେ ରାଜ୍ୟପାଳଙ୍କ ଆଇଏନଏସ ଚିଲିକା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସୂଚନା ଥାଉକି ଗରୁଡ଼ ହାଉସବୋଟ ଗତ ଜୁନ ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ ।

Leave a Reply

Your email address will not be published. Required fields are marked *