ଶାରଦୀୟ ଶୁଭେଚ୍ଛା ଜଣାଇଲେ ବାଙ୍କୀ ୩୮ ନମ୍ବର ଜୋନ ଜିଲ୍ଲା ପରିଷଦ ଆଶିଷ ସାହୁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଶାରଦୀୟ ଦୁର୍ଗା ପୂଜାରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ! କରୋନା କଟକଣା କାରଣରୁ ଦୁଇ ବର୍ଷ ଧରି ନିରାଡ଼ମ୍ବର ଭାବରେ ପୂଜା ପାଳିତ ହୋଇଥିବାରୁ , ଚଳିତ ବର୍ଷ ପୂଜା ପାଇଁ ଦେଖିବାକୁ ମିଳିଛି ଅଧିକ ଉତ୍ସାହ ଏବଂ ଆଗ୍ରହ ! ପୂଜା ଅବସରରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍କକର ୩୮ ନମ୍ବର ଜୋନର ଜିଲ୍ଲା ପରିଷଦର ସଭ୍ୟ ଆଶିଷ ସାହୁ ସମସ୍ତ ଜନସାଧାରଣ ଏବଂ ଆୱାଜ ମିଡିଆର ଦର୍ଶକ ମାନଙ୍କୁ ଦୁର୍ଗାପୂଜା ,କୁମାର ପୂର୍ଣିମା ଓ କାଳିପୂଜାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *