ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ରାଜ୍ୟରେ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ । ବିଭିନ୍ନ ନିଗମର ପରାମର୍ଶଦାତା ଓ ୧୬ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ଅଫିସ ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି ! ଆଇଟି ବିଭାଗର ପରାମର୍ଶଦାତା ଭାବେ ପୁଣି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଦାୟିତ୍ୱ । ଖଣ୍ଡପଡ଼ାର ବିଜେଡି ନେତା ଅନୁଭବ ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି ।
ଆଇଟି ବିଭାଗର ପରାମର୍ଶଦାତା ଭାବେ ପୁଣି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଦାୟିତ୍ୱ !!!

