କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସିଲ ହେଲା କଟକ ସିଡିଏ ଅଞ୍ଚଳରେ ଚାଲିଥିବା ବଜାର କୋଲକାତା ! ବିନା ପାର୍କିଙ୍କ, ବିନା ଅନୁମତିରେ ଚାଲିଥିବା କଟକ ସିଡିଏ ଅଞ୍ଚଳର ବଜାର କଲିକତାକୁ ଆଜି ସିଏମସି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସିଲ କରିଛି । ଆବଶ୍ୟକୀୟ ଦସ୍ତାବିଜ୍ ନଥାଇ ଏହି ସୋରୁମ୍ ଦୀର୍ଘ ଦିନରୁ ଚାଲିଥିବାର ସୁଚନା ପାଇ ଏହି ରେଡ୍ ହୋଇଥିବାର ସୂଚନା ମିଳିଛି ।
ସିଲ ହେଲା କଟକ ସିଡିଏ ଅଞ୍ଚଳରେ ଚାଲିଥିବା ବଜାର କୋଲକାତା !!!

