ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ୭୭ ତମ ଜନ୍ମଦିନ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଦୀର୍ଘାୟୁ କାମନା କରିବା ସହିତ ବାଲୁଗାଁ ମା ଉତରାୟଣୀଙ୍କ ଠାରେ ସାମୁହିକ ଦୀପ ପ୍ରଜ୍ବଳନ ! ବାଲୁଗାଁ ଏନଏସି ଚେୟାରମ୍ୟାନ ଶ୍ରୀମତୀ ସୁକାନ୍ତି ପାଇକରାୟ, ସମାଜସେବୀ ଓ ମହିଳା ସଂଗଠିକା ଶ୍ରୀମତୀ ସ୍ଵାଗତିକା ଜଗଦେବ, ସମାଜସେବୀ ଓ ବରିଷ୍ଠ ବିଜେଡି ନେତା ଶଙ୍କର ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବିଜେଡି ଯୁବ ନେତା, ସମାଜ ସେବୀ ସନ୍ତୋଷ ପାଇକରାୟ, ବିଜେଡି ବାଲୁଗାଁ ନଗର ମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ମୁଖପାତ୍ର ଓ କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠି, ଶ୍ରୀମତୀ ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ଡିଜିଟାଲ ସେକ୍ରେଟାରୀ ବଟକୃଷ୍ଣ ପ୍ରଧାନ ଓ ବିଜେଡି ର ଯୁବ, ଛାତ୍ର, ମହିଳା ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଉପସ୍ଥିତ ଥିବା କର୍ମୀ ମାନେ ଶପଥ ନେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ୭୭ ତମ ଜନ୍ମ ଦିବସ ଅବସରରେ ମା ଉତରାୟଣୀ ଙ୍କ ମନ୍ଦିର ଠାରେ ସାମୁହିକ ଦୀପ ପ୍ରଜ୍ବଳନ !!!

