କେମିକାଲ କମ୍ପାନୀ ନିର୍ମାଣ କୁ ବିରୋଧ କରି କଂଗ୍ରେସ ନେତାଙ୍କ ବିକ୍ଷୋଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଆଁରା ପଞ୍ଚାୟତରେ କେମିକାଲ କମ୍ପାନୀ ନିର୍ମାଣ କୁ ବିରୋଧ କରି ଆଜି କଂଗ୍ରେସ ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆଜି ଶତାଧିକ ମହିଳା ଓ ପୁରୁଷ ରାସ୍ତାରୋକ କରି ପ୍ରତିବାଦ କରିଥିଲେ । ଘଟଣା ସ୍ଥଳରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ସୁରେଶ କୁମାର ରାଉତରାୟ ପହଞ୍ଚି ସରକାରଙ୍କ ଏଭଳି କାର୍ଯ୍ୟ କୁ ନିନ୍ଦା କରିବା ସହିତ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ନିନ୍ଦା କରିଥିଲେ ।

 

Leave a Reply

Your email address will not be published. Required fields are marked *