ଆର୍ନ୍ତଜାତିକ ଡିଫେଣ୍ଡର୍ ଅନୁଷ୍ଠାନ ପକ୍ଷରୁ ବିଶ୍ବ ମାନବାଧିକାର ଦିବସ ପାଳିତ !!!

Spread the love

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗ ସ୍ଥିତ ସୂଚନା ଭବନ ପରିସରରେ ଆର୍ନ୍ତଜାତିକ ଡିଫେଣ୍ଡର୍ ଅନୁଷ୍ଠାନ ପକ୍ଷରୁ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ସଙ୍ଗଠନର ଜିଲ୍ଲା ସଭାପତି ଗିରିଜା ପ୍ରସାଦ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ , ମୂଖ୍ୟ ବକ୍ତା ଭାବରେ ବିଜୟ ମହାପାତ୍ର , ସମ୍ମାନିତ ଅତିଥି ରୂପେ ଗଣେଶ୍ବର ବେହେରା , ବରିଷ୍ଠ ସାମ୍ବାଦିକ ରବି ଦାସ , ସଙ୍ଗଠନର ଉପଦେଷ୍ଠା ହରିହର କାନୁନଗୋ, କୁଜଙ୍ଗ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ , ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପଲତା ବେହେରା , ସରପଞ୍ଚ ବନ୍ଦିତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *