ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବିଜେପିରେ ଯୋଗଦେବା ପରେ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ରଣହୁଙ୍କାର ! ସର୍ବ ସମ୍ମୁଖରେ କହିଲେ – ବର୍ତମାନ ଲଢେଇ ଆରମ୍ଭ , ଅରୁଣ ହଟାଅ ନୟାଗଡ ବଞ୍ଚାଅ ! ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟନାୟକ ବିଜେପି ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି ! ତାଙ୍କର ସ୍ଲୋଗାନ ରେ ଅରୁଣ ହଟାଅ ନୟାଗଡ ବଞ୍ଚାୟ କହି ସମସ୍ତ ବିଜେପି କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଜୀବନର ଶେଷ ସମୟ ପଯ୍ୟନ୍ତ ଲଢ଼ି ନୟାଗଡ଼ କୁ ଦଲାଲ ଠାରୁ ବଂଚେଇବା ଶପଥ ନେଲେ ପ୍ରମୋଦ ପଟନାୟକ !
ବିଜେପିରେ ଯୋଗଦେବା ପରେ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ରଣହୁଙ୍କାର !!!

