୪୨ ମୌଜା ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି ! ଏଥିରେ ୪ ଟି ଟିମ୍ ଭାଗ ନେଇଥିଲେ । ଫ୍ରେଣ୍ଡସ ୭, ସେଭେନ୍ ଷ୍ଟାର, ସାଇନିଙ୍ଗ ଷ୍ଟାର, ଦ ବସ୍ ଅଂଶ ଗ୍ରହଣ କରିଥିବା ବେଳେ , ଫାଇନାଲ ମ୍ୟାଚରେ ସାଇନିଙ୍ଗ ଷ୍ଟାରକୁ ହରେଇ ସେଭନ୍ ଷ୍ଟାର ଚମ୍ପିୟାନ ହୋଇଛି । ଚମ୍ପାୟନ୍ ଟିମ୍କୁ ୨୦୦୦ ନଗଦ ଟଙ୍କା ପୁରସ୍କାର ସହିତ ଗିଫ୍ଟ, ରନର୍ସ ଅପ୍ ଟିମ୍କୁ ୧୫୦୦ ନଗଦ ଟଙ୍କା ସହିତ ଗିଫ୍ଟ ପ୍ରଦାନ କରାଯାଇଛି । ଏହି ଖେଳ ଟିକୁ ଗାଁ ର ମୁରବି ଲୋକ ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *