Home2023March17ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ !!! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ !!! March 17, 2023March 17, 2023byAwaj Media Spread the loveନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଲେ ଦଶପଲ୍ଲା ବିଧ୍ୟାକ ରମେଶ ଚନ୍ଦ୍ର ବେହେରା l
ସଂସାଇଲୋ ନୂଆସାହିରେ ଗଭୀର କୂଅ ମଧ୍ୟରେ ପଡ଼ି ଭାଲୁ ଆହତ !!! Spread the loveSpread the loveଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନାଞ୍ଚଳରୁ ସାମନାକୁ ଆସିଲା ଅଘଟଣର ଖବର . ସୁକିନ୍ଦା ପାଖ…
ମଙ୍ଗଳପୁର ନିକଟ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣା ରେ ଜଣେ ମୃତ !!! Spread the loveSpread the loveଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା – ଅନୁଗୁଳ ରେଳପଥ ମଙ୍ଗଳପୁର ନିକଟରେ ସକାଳ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା ଶିବିର !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ନିୟତି ମାନସିକ…