ନ୍ୟାୟ ଉପେକ୍ଷିତ ହୋଇ ଶେଷକୁ ଆପଣେଇଲେ ଅନଶନ ପନ୍ଥା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନ୍ୟାୟ ଉପେକ୍ଷିତ ହୋଇ ଶେଷକୁ ଆପଣେଇଲେ ଅନଶନ ପନ୍ଥା ! ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ କୁ ନେଇ ଅଦାଲତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ,ରାଜ୍ୟ ମୁଖ୍ୟମନ୍ତ୍ରୀ , ମହାମହିମ ରାଜ୍ୟପାଳଙ୍କୁ ଗୁହାରୀ କଲେ ! ସବୁଠି ମିଳିଲା କେବଳ ଆଶ୍ୱାସନା , ହେଲେ ମିଳିଲାନି ନ୍ୟାୟ ! ଶେଷକୁ ରାଜଧାନୀ ଗାନ୍ଧୀ ମାର୍ଗରେ ବସି ରହିଛନ୍ତି ଆମରଣ ଅନଶନରେ ! ଦୃଢ ସ୍ୱରରେ କହିଛନ୍ତି ଗୋଟିଏ କଥା , ନ୍ୟାୟ ପାଇଲେ ଉଠିକି ଯିବେ , ନଚେତ ତାଙ୍କର ଶବ କୋକେଇ ରେ ବୁହା ହୋଇ ଯିବ !

Leave a Reply

Your email address will not be published. Required fields are marked *