ଶଙ୍ଖ ଭବନରେ ମିଟିଂ ଆରମ୍ଭ : ଭରଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶଙ୍ଖ ଭବନରେ ମିଟିଂ ଆରମ୍ଭ , ଭରଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ l ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସ ବର୍ମା ଙ୍କ ପରିଚାଳନା ରେ ଆୟୋଜିତ ବୈଠକରେ ଦଳର କାର୍ଯ୍ୟ କାରିଣୀ ସଦସ୍ୟ ଓ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *