Home2023December21ବାଉଁସେନମୁରା ଠାରେ ସ୍ବେଛାକୃତ ରକ୍ତଦାନ ଶିବିର !!! ବାଉଁସେନମୁରା ଠାରେ ସ୍ବେଛାକୃତ ରକ୍ତଦାନ ଶିବିର !!! December 21, 2023December 21, 2023byAwaj Media Spread the loveବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଭଟଲି ନିର୍ବାଚନ ମଣ୍ଡଳୀ ସୋହେଲା ବ୍ଲକ ବାଉଁସେନମୁରା ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି !
ପଠାଣି ସାମନ୍ତ ସଂସ୍କୃତି ଭବନ ଲୋକାର୍ପିତ !!! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ…
୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା : ମିନି ଟ୍ରକ ଚାଳକ ଗୁରୁତର !! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିପଦସଂଙ୍କୁଳ ହୋଇପଡିଛି ୧୬ ନମ୍ବର ଜାତୀୟ ରାଜପଥ . କନ୍ଧ ନୟାଗଡ…
ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତା ସମ୍ମାନିତ !!! Spread the loveSpread the loveକନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା…