ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ସୋହେଲା ଠାରେ ବରଗଡ ଲୋକସଭା ବିଜେଡି ପ୍ରାର୍ଥନୀ ଶ୍ରୀମତୀ ପରିନୀତା ମିଶ୍ର ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ! ଶ୍ରୀମତୀ ମିଶ୍ର ପ୍ରଥମେ ଦୁର୍ଗା ମନ୍ଦିର ଯାଇ ମା ଦୁର୍ଗା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଓ ତା ପରେ ଭଟଲି ନିର୍ବାଚନ ମଣ୍ଡଳୀ ର କର୍ମକର୍ତା ମାନେ ସ୍ୱାଗତ କରି ଦୁର୍ଗମାନ୍ଦିର ଠାରୁ ପାଛୋଟି ନେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ବିଜେଡି ନେତା ସୁଶାନ୍ତ ମିଶ୍ର ମଧ୍ୟ ତାଙ୍କ ସାଙ୍ଗରେ ଥିଲେ !
ସୋହେଲା ଠାରେ ବରଗଡ ଲୋକସଭା ବିଜେଡି ପ୍ରାର୍ଥନୀ ଶ୍ରୀମତୀ ପରିନୀତା ମିଶ୍ର ଙ୍କୁ ଭବ୍ୟ ସ୍ୱାଗତ !!!

