ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ କୁ ମଜବୁତ କରିବା ପାଇଁ ଆଜି ଧାମନଗର ଓ ଧୁଷୁରି କୁ କଂଗ୍ରେସ ର ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୁଧାଂଶୁ ଶେଖର ଜେନା ଓ ନିରଞ୍ଜନ ସାହୁ ଗସ୍ତ କରି ବିଭିନ୍ନ କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଛନ୍ତି ଓ ବିଭିନ୍ନ ପରାମର୍ଶ ଆଲୋଚନା କରି କରିଛନ୍ତି। କଂଗ୍ରେସ ଦଳର ଏକ ଦେଶର ସାମ୍ପ୍ରତିକ ପରିସ୍ଥିତି ପାଇଁ ଆବଶ୍ୟକ ଅଛି ତେଣୁ କଂଗ୍ରେସ କର୍ମୀମାନେ ତୃଣମୂଳ ସ୍ତରରେ ଏକତ୍ରିତ ହୋଇ କଂଗ୍ରେସ କୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା, ଧାମନଗର ନଗର କଂଗ୍ରେସ ସଭାପତି ମାନସ ରଞ୍ଜନ ମହାପାତ୍ର, ଯୁବ ନେତା ତଥା ଆଶାୟୀ ପ୍ରାର୍ଥ ରଞ୍ଜନ କୁମାର ବେହେରା,ବରିଷ୍ଠ ସଂଗଠକ ପ୍ରମୋଦ ସ୍ୱାଇଁ, ରବୀନ୍ଦ୍ର ଜେନା, ରଘୁନାଥ ଦାଶ, ବିଷ୍ଣୁ ଚରଣ ନାୟକ,ଜଗନ୍ନାଥ ନାୟକ,ପୂର୍ବତନ ସରପଞ୍ଚ ପରମାନନ୍ଦ ସାଏନ୍ତ,ହରିହର ସାହୁ, ରବୀନ୍ଦ୍ର ମଳିକ, ସୁଧାଂଶୁ ଶେଖର ନାୟକ, ସନ୍ତୋଷ ହୋତା, ସେକ ବଲମ, ସେକ ଗୁଲାମ, ସେକ ତାରିକ, ଅନାଦି ଜେନା , ସୁଜିତ ସାହୁ, ବିଶ୍ୱନାଥ ବାରିକ, ମାନସ ରଞ୍ଜନ ସାହୁ, ବିଶ୍ୱରଞ୍ଜନ ଦାଶ, ମାନସ ବେହେରା ପ୍ରମୁଖ ଉପସ୍ଥିତ ହୋଇ ପ୍ରଭାରୀ ଙ୍କ ସହ ଆଲୋଚନା କରିଥିଲେ !
ଧାମନଗର ରେ କଂଗ୍ରେସ ପର୍ଯ୍ୟବେକ୍ଷକ ଙ୍କ ସାଂଗଠନିକ ବୈଠକ !!!

