ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୁରା ସାତ ମିନିଟ ଚାଳିଶ ସେକେଣ୍ଡ ଗର୍ଜିଲେ , ବୋତଲେ ପାଣି ପିଇଲେ ବ୍ଲକ ଅଧ୍ୟକ୍ଷ ! ବାଙ୍କୀ ମହୋତ୍ସବ ମଞ୍ଚରେ ଚତୁର୍ଥ ସନ୍ଧ୍ୟାରେ ପୁରା ଦମଦାର ଭାଷଣ ଦେଲେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ! ପାଖାପାଖି ୮ ମିନିଟର ଏହି ଶୁଭେଚ୍ଛା ବାର୍ତ୍ତାରେ ମହୋତ୍ସବ ପ୍ରତିଷ୍ଠା ଠାରୁ ଆରମ୍ଭ କରି ଚଳିତ ବର୍ଷର ପାଣି କାଦୁଅ ଭର୍ତ୍ତି କଚେରୀ ପଡିଆ ଅବସ୍ଥା ଯାଏଁ ସବୁ କଥା କୁ ଅତି ସ୍ପଷ୍ଟ ଭାବରେ ଉପସ୍ଥାପନା କରିଥିଲେ ଯୁବନେତା ପ୍ରଣବ କିଶୋର ପଟେଲ !
ପୁରା ସାତ ମିନିଟ ଚାଳିଶ ସେକେଣ୍ଡ ଗର୍ଜିଲେ : ବୋତଲେ ପାଣି ପିଇଲେ !!!

