ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମନ୍ଦିର ଦର୍ଶନ ସହ ଘରୁ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଲେ ପ୍ରଦୀପ ପୁରୋହିତ ! ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ନାମାଙ୍କନ ଭରିଛନ୍ତି । ସକାଳେ ମହାପ୍ରଭୁ ନୃସିଂହନାଥ ଏବଂ ବିନ୍ଧ୍ୟାବାସିନୀ ଙ୍କ ପୀଠରେ ଦର୍ଶନ ସହ ଘରୁ ପରିବାର ଗୁରୁଜନ ଙ୍କ ଠାରୁ ଆଶୀର୍ବାଦ ଓ ଶୁଭେଚ୍ଛା ସହ ନାମାଙ୍କନ ଭରିବା ପାଇଁ ବାହାରିଥିଲେ । ପଦ୍ମପୁର ଭେଉରିଆ ଛକ ଠାରେ କର୍ମୀ ଓ ସାମର୍ଥକ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ମନ୍ଦିର ଦର୍ଶନ ସହ ଘରୁ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଲେ ପ୍ରଦୀପ ପୁରୋହିତ !!!

