Home2024May10ଅରବିନ୍ଦ କେଜରିୱାଲ ଙ୍କୁ ମିଳିଲା ଜାମିନ !!! ଅରବିନ୍ଦ କେଜରିୱାଲ ଙ୍କୁ ମିଳିଲା ଜାମିନ !!! May 10, 2024May 10, 2024byAwaj Media Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶେଷରେ ଅରବିନ୍ଦ କେଜରିୱାଲ ଙ୍କୁ ମିଳିଲା ଜାମିନ ! ଧରିବେ ଦଳର ପ୍ରଚାର ମଙ୍ଗ ! ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାନ୍ୟବର ଅଦାଲତ ଅନ୍ତରୀଣ ଜାମିନ ଦେବା ପରେ ଓଡିଶା ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଖେଳିଯାଇଛି ଖୁସିର ମାହୋଲ !
ପାରଳାଖେମୁଣ୍ଡି ପୋୖର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିନସ ପାଳିତ !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୋୖର ପରିଷଦ କାର୍ଯ୍ୟାଳୟରେ…
ଆନ୍ଧ୍ର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 56 ତମ ଶିଶୁକୁ…
ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା !!! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା…