ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା କାର !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ଓ ପାଇକମାଳ ରାସ୍ତା ଭଗତପୁର ଗ୍ରାମ ପାଖରେ ଏକ କାର ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଦୁର୍ଘଟଣା ର ଶୀକାର ହୋଇଛି ! ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ରେ ଜଣେ ମୃତ ଓ ଦୁଇ ଜଣ ଗଭୀର ଆହତ ହୋଇଥିବା ସମୟରେ ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ସାହାଯ୍ୟ ରେ ଡାକ୍ତରଖାନା କୁ ପଠାଯାଇଛି !

Leave a Reply

Your email address will not be published. Required fields are marked *