ସଗଡ଼ଗୁଳା ତେଲ ଟାଙ୍କି ନିକଟରୁ ୧୪ ଫୁଟ ର ଅଜଗର ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡ଼ୁବୁରୀ ବନ ବିଭାଗ ଅନ୍ତର୍ଗତ ସଗଡ଼ଗୁଳା ତେଲ ଟାଙ୍କି ନିକଟରୁ ଶୁକ୍ରବାର ଅପରାହ୍ନ 5 ଘଟିକା ସମୟରେ ଏକ ୧୪ ଫୁଟ ଅଜଗର ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ଡ଼ୁବୁରୀ ବନ ବିଭାଗ ଅନ୍ତର୍ଗତ ସଗଡ଼ଗୁଳା ତେଲ ଟାଙ୍କି ନିକଟରୁ ୧୪ ଫୁଟ ଅଜଗର ସାପ ସ୍ଥାନୀୟ ବାସିନ୍ଦା ଦେଖି ଭୟବିତ୍ତ ହୋଇଯାଇଥିଲେ । ସ୍ଥାନୀୟ ପ୍ରଶିକ୍ଷିତ ସାପ ଧରାଳି ସତର୍କତା ଅବଲମ୍ବନ କରି 14 ଫୁଟର ଅଜଗର ସାପକୁ ଉଦ୍ଧାର କରି ପାଖ ମହାଗିରୀ ଜଙ୍ଗଲରେ ସୁରକ୍ଷିତ ଭାବେ ଚ୍ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *