ପାରଳାଖେମୁଣ୍ଡି ଇସ୍କନର ପ୍ରଥମ ବାର୍ଷିକ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଇସ୍କନର ପ୍ରଥମ ବାର୍ଷିକ ଉତ୍ସବ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଢେପ ଓଡ଼ିଆ ସାହି ଠାରେ ଥିବା ଇସ୍କନ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବ ରେ ଇସ୍କନର ପ୍ରତିଷ୍ଠିତ ଠାକୁରଙ୍କ ଅଭିଷେକ କରାଯାଇଥିଲା । ହରି ନାମ କୀର୍ତ୍ତନ କରି ନଗର ପରିକ୍ରମା କରାଯାଇ ଥିଲା ତା ସହ ମହାପ୍ରସାଦର ଆୟୋଜନ ହୋଇଥିଲା ! ହରିକଥା ପ୍ରବଚନ ରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା

Leave a Reply

Your email address will not be published. Required fields are marked *