ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାମାରୀ କରୋନା ଏବେ ପୁନର୍ବାର କାୟା ବିସ୍ତାର କରିବା ଆରମ୍ବ କରିଥିବା ବେଳେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ପୁନର୍ବାର କରୋନା କଟକଣାକୁ କରାଯାଇଛି କଡାକଡି . ତେବେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବହୁ ରୋଗୀ ଓ ରୋଗୀ ମାନଙ୍କର ପରିବାର ବର୍ଗ ଆସୁଥିବା ବେଳେ ସରକାରୀ କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ନିହାତି ଦୃଷ୍ଟିଦେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି .