କଳାପଥର ର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସାରା ଦେଶ ଦିଲ୍ଲୀ ଠାରୁ ପଲି ପର୍ଯ୍ୟନ୍ତ ୭୯ ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପାଳିତ ହେଇଛି ସ୍ବାଧିନତା ଦିବସ ! ତେବେ କଳାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ନିଆରା ଢଙ୍ଗରେ ପାଳନ କରିଛନ୍ତି ୭୯ ତମ ସ୍ବାଧିନତା ଦିବସ ।

Leave a Reply

Your email address will not be published. Required fields are marked *