କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହରର ବାଙ୍କା ବଜାର ମହଲ୍ଲା କମିଟି ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ରୂପେ ଓଡ଼ିଶା ବୋର୍ଡ଼ ଅଫ ୱାକଫ୍ ର ପ୍ରାକ୍ତନ ଚେୟାରମ୍ୟାନ ସୈୟଦ୍ ଅକ୍ରାମ ହୁସେନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତ ଙ୍କୁ ହାର୍ଦ୍ଦିକ ଶୁଭେଛା ଜଣାଇବା ସହ ସମ୍ବିଧାନର ସୁରକ୍ଷା ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହଲ୍ଲା କମିଟି ର ସଭାପତି ଜନାବ ଶେଖ ସମ୍ମିଉଲ୍ଲା, ସାଧାରଣ ସଂପାଦକ ସମିମ୍ ଖାନ୍, ଶେଖ ୱ।ହବ୍ ଉଲ୍ଲା, ରାଜୁ ଖାନ୍, ଶେଖ ଆବିଦ, ଶେଖ ରାଜୁ ବକ୍ସ, ଗୋବିନ୍ଦ ଶର୍ମା, ଜଗାଦେ କାଲେ ପ୍ରମୁଖ ଉପସ୍ଥିତ ରହି କଟକର ଭାଇଚାରା ଅତୁଟ ରଖିବା ପାଇଁଁ ଶପଥ ନେଇନଥିଲେ ।
କଟକ ସହର ବାଙ୍କା ବଜାର ମହଲ୍ଲା କମିଟି ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ !!!

