ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ରଥ ଯାତ୍ରା ସକାଶେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି । ଜିଲ୍ଲା ପ୍ରଶାସନ ଓ ରଥ କମିଟି ସହଯୋଗ ରେ କାମ ଆଗେଇ ଚାଲିଛି । ବର୍ତ୍ତମାନ ଅଖ ଚକ ଲାଗିଥିବାର ଦେଖିବାକୁ ମିଳିଛି । ଜୁଲାଇ ଦଶ ତାରିଖ ସୁଦ୍ଧା ରଥ କାର୍ଯ୍ୟ ପରିସମାପ୍ତି କରାଯିବ ବୋଲି ମହାରଣା ପ୍ରକାଶ କରିଛନ୍ତି । ରଥ ନିର୍ମାଣ କମିଟି ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟର ତଦାରଖ କରୁଛନ୍ତି ।
ପାରଳାଖେମୁଣ୍ଡି ରେ ଜୋରସୋର ରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ !!!

